ମଙ୍ଗଳ ପୃଷ୍ଠରେ ପ୍ରଥମ କରି ଚାଲିଲା ଚୀନ୍‌ ପ୍ରେରିତ ରୋଭର୍‌ ‘ଜୁରୋଙ୍ଗ୍‌’

ବେଜିଙ୍ଗ୍: ଚୀନ୍‌ ପ୍ରେରିତ ରୋଭର୍‌ ‘ଜୁରୋଙ୍ଗ୍‌’ ଶନିବାର ଦିନ ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍‌ ପାଇଁ ଥିବା ଚୀନା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି। ଚୀନାର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ୍‌’ଙ୍କ ନାମାନୁସାରେ ନାମିତ ଏହି ରୋଭର୍‌ ବେଜିଙ୍ଗ୍ ସମୟ ସକାଳ ୧୦:୪୦ରେ ମଙ୍ଗଳ ପୃଷ୍ଠରେ ଚାଲିଛି ବୋଲି ଉପରୋକ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଉଲ୍ଲେଖ ଅଛି। ରିମୋଟ୍‌-ନି‌ୟନ୍ତ୍ରିତ ସେ ମୋଟୋର୍‌ ଚାଳିତ … Continue reading ମଙ୍ଗଳ ପୃଷ୍ଠରେ ପ୍ରଥମ କରି ଚାଲିଲା ଚୀନ୍‌ ପ୍ରେରିତ ରୋଭର୍‌ ‘ଜୁରୋଙ୍ଗ୍‌’